କେମିତି ପାଇବେ ସୁଭଦ୍ରା ଟଙ୍କା ?

ସୁଭଦ୍ରା ଯୋଜନାକୁ ନେଇ ଏବେ ଲୋକମାନଙ୍କ ମନରେ ଢେର ସାରା ପ୍ରଶ୍ନ ରହିଛି ।

Manoj Swain
  • Published: Thursday, 05 September 2024
  • Updated: 05 September 2024, 03:20 PM IST

Sports

Latest News

ସୁଭଦ୍ରା ଯୋଜନାକୁ ନେଇ ଏବେ ଲୋକମାନଙ୍କ ମନରେ ଢେର ସାରା ପ୍ରଶ୍ନ ରହିଛି । ଏହି ଯୋଜନାକୁ ନେଇ ସୋଶାଲ ମିଡିଆରେ ଅନେକ ମିଛ ଖବର ମଧ୍ୟ ଘୁରିବୁଲୁଛି । ଏପରି ସ୍ଥିତିରେ ଲୋକେ ଦ୍ୱନ୍ଦ୍ୱରେ କେଉଁଟା ଠିକ୍ ଆଉ କେଉଁଟା ଭୁଲ୍ । ତେବେ ଆଜି ଆମେ ଏହି ଭିଡିଓ ମାଧ୍ୟମରେ ସୁଭଦ୍ରା ଯୋଜନାର ଟିକିନିକ୍ ସୂଚନା ଦେବୁ । କେମିତି ଆବେଦନ କରିବେ ଆଉ କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ ? ଜାଣନ୍ତୁ ସବିଶେଷ ତଥ୍ୟ....

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos