କେମିତି ପାଇବେ ସୁଭଦ୍ରା ଟଙ୍କା ? || Subhadra Yojana || Aadhar Card Update || Odisha Reporter
Advertisment
ସୁଭଦ୍ରା ଯୋଜନାକୁ ନେଇ ଏବେ ଲୋକମାନଙ୍କ ମନରେ ଢେର ସାରା ପ୍ରଶ୍ନ ରହିଛି । ଏହି ଯୋଜନାକୁ ନେଇ ସୋଶାଲ ମିଡିଆରେ ଅନେକ ମିଛ ଖବର ମଧ୍ୟ ଘୁରିବୁଲୁଛି । ଏପରି ସ୍ଥିତିରେ ଲୋକେ ଦ୍ୱନ୍ଦ୍ୱରେ କେଉଁଟା ଠିକ୍ ଆଉ କେଉଁଟା ଭୁଲ୍ । ତେବେ ଆଜି ଆମେ ଏହି ଭିଡିଓ ମାଧ୍ୟମରେ ସୁଭଦ୍ରା ଯୋଜନାର ଟିକିନିକ୍ ସୂଚନା ଦେବୁ । କେମିତି ଆବେଦନ କରିବେ ଆଉ କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ ? ଜାଣନ୍ତୁ ସବିଶେଷ ତଥ୍ୟ....
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us