ଅଦ୍ୟତନ ହୋଇଛି
ସୁଭଦ୍ରା ପାଇଁ ଆଧାର କଣ୍ଟା ! | Subhadra Yojana Guidelines | Jana Seva Kendra |Odisha Reporter
Advertisment
ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ହିତାଧିକାରୀଙ୍କ ପାଇଁ ଆସନ୍ତାକାଲିଠୁ ଆରମ୍ଭ ହେବ ସୁଭଦ୍ରା ଫର୍ମ ସଂଗ୍ରହ। ସବୁ ଯୋଗ୍ୟ ମହିଳା ଯୋଜନାରେ ସାମିଲ ହେବା ଯାଏଁ ଚାଲୁ ରହିବ ଚିହ୍ନଟ ପ୍ରକ୍ରିୟା। ଏନେଇ ଜନସେବା କେନ୍ଦ୍ର ଓଡ଼ିଶା ମୁଖ୍ୟ ମଦନ ମୋହନ ରାଉତ କହିଛନ୍ତି, 'ସୁଭଦ୍ରା' ଆବେଦନ ପାଇଁ ୪ଟି ମୋଡ୍ରେ ଆଧାର ଅଥେଣ୍ଟିକେସନ ହେଉଛି। ମୋବାଇଲ ନମ୍ବର, ବାୟୋମେଟ୍ରିକ, ଫେସ୍ ଓ ଆଇରିସ ଜରିଆରେ ଅଥେଣ୍ଟିକେସନ କରାଯାଉଛି। ଏଥିରେ କୌଣସିଟିରେ ବି ଅଥେଣ୍ଟିକେସନ ହେଲେ ଆଧାର ଅପଡେଟ୍ କରିବା ଜରୁରୀ ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us