Advertisment

ପାଇନାହାନ୍ତି କି ସୁଭଦ୍ରା ଟଙ୍କା, ଏବେ କଣ କରିବେ ?

ବାକି ଆବେଦନକାରୀଙ୍କୁ କେବେ ମିଳିବ ସୁଭଦ୍ରା ଟଙ୍କା ?

author-image
Manoj Swain
ଅଦ୍ୟତନ ହୋଇଛି

ମଙ୍ଗଳବାର ଦିନ ୨୫ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଛାଡ଼ିଛନ୍ତି ରାଜ୍ୟ ସରକାର । ପ୍ରାୟ ୭୫ ଲକ୍ଷ ଆବେଦନ କରିଥିବା ବେଳେ ୨୫ ଲକ୍ଷ ମହିଳାଙ୍କ ଖାତାକୁ ଟଙ୍କା ଆସିଛି । ତେବେ ବାକି ଆବେଦନକାରୀଙ୍କୁ କେବେ ମିଳିବ ସୁଭଦ୍ରା ଟଙ୍କା ? ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Subhadra Yojana