ପାଇନାହାନ୍ତି କି ସୁଭଦ୍ରା ଟଙ୍କା, ଏବେ କଣ କରିବେ ?

  • Published: Wednesday, 18 September 2024
  • , Updated: 18 September 2024, 12:34 PM IST

ମଙ୍ଗଳବାର ଦିନ ୨୫ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଛାଡ଼ିଛନ୍ତି ରାଜ୍ୟ ସରକାର । ପ୍ରାୟ ୭୫ ଲକ୍ଷ ଆବେଦନ କରିଥିବା ବେଳେ ୨୫ ଲକ୍ଷ ମହିଳାଙ୍କ ଖାତାକୁ ଟଙ୍କା ଆସିଛି । ତେବେ ବାକି ଆବେଦନକାରୀଙ୍କୁ କେବେ ମିଳିବ ସୁଭଦ୍ରା ଟଙ୍କା ? ଦେଖନ୍ତୁ ପୂରା ରିପୋର୍ଟ। 

Related story