Advertisment

ସୁଜାତା ଫେରିଲେ, ଏବେ କ’ଣ ହେବ

୬ ମାସ ଛୁଟିରେ ରହିବା ପରେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ସୁଜାତା କାର୍ତ୍ତିକେୟନ।

Advertisment

ପୂର୍ବତନ ସରକାର ଓ ବିଜେଡିର ଅଘୋଷିତ ସର୍ବେସର୍ବା ଭି. କେ. ପାଣ୍ଡିଆନଙ୍କ ପତ୍ନୀ ତଥା ବରିଷ୍ଠ ଆଇଏଏସ୍ ଅଧିକାରିଣୀ ସୁଜାତା କାର୍ତ୍ତିକେୟନ ଛୁଟିରୁ ଫେରିବା ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ୬ ମାସ ପାଇଁ କାର୍ଯ୍ୟରୁ ଦୂରରେ ରହିଥିବା ସୁଜାତା ନଭେମ୍ବର ୨୭ରେ ଅର୍ଥାତ୍ ଆଜି ନିଜର ପୂର୍ବ ବିଭାଗ ଅର୍ଥ ବିଭାଗର ଯୁଗ୍ମ ସଚିବ ଭାବେ ଯୋଗ ଦେଇଛନ୍ତି । ତେବେ ସେ ଏହି ବିଭାଗରେ ରହିବେ ନା ତାଙ୍କୁ କେଉଁ ଦାୟିତ୍ୱ ଦିଆଯିବ, ସେ ନେଇ ନାନା ଚର୍ଚ୍ଚା ଜୋର ଧରିଛି। 

Advertisment
Sujata R.Karthikeyan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe