ପୂରୁଣା ଅଳଙ୍କାର ଆଉ କେତେଦିନ ?

ଏହି ଦୁର୍ଲ୍ଲଭ ବେଶ ଦେଖିବାକୁ ଭକ୍ତ ମନରେ କାହିଁ କେତେ ଉତ୍କଣ୍ଠା।

Manoj Swain
  • Published: Thursday, 18 July 2024
  • Updated: 18 July 2024, 12:00 PM IST

Sports

Latest News

ସୁନାବେଶରେ ଝଟକୁଛନ୍ତି ତିନି ଠାକୁର। ଏହି ଦୁର୍ଲ୍ଲଭ ବେଶ ଦେଖିବାକୁ ଭକ୍ତ ମନରେ କାହିଁ କେତେ ଉତ୍କଣ୍ଠା। ଆଉ ଭକ୍ତ ମନଭରି ଦେଖିବା ପରେ କହୁଛି, କେଡ଼େ ସୁନ୍ଦର ଏ ବେଶ...କେଡ଼େ ସୁନ୍ଦର ରୂପକାନ୍ତି...ବଡ଼ ଦାଣ୍ଡରେ ସୁନାବେଶରେ ଝଟକୁଛନ୍ତି କୋଟି ବ୍ରହ୍ମାଣ୍ଡ ଇଶ୍ବର... ମହଣ ମହଣ ସୁବର୍ଣ୍ଣର ଅଳଙ୍କାରରେ ଶୋଭାପାଉଛି ଶ୍ରୀ ଅଙ୍ଗ। ଦେଖନ୍ତୁ ପୂରା ରିପୋର୍ଟ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos