Advertisment

ପୂରୁଣା ଅଳଙ୍କାର ଆଉ କେତେଦିନ ?

ଏହି ଦୁର୍ଲ୍ଲଭ ବେଶ ଦେଖିବାକୁ ଭକ୍ତ ମନରେ କାହିଁ କେତେ ଉତ୍କଣ୍ଠା।

Advertisment

ସୁନାବେଶରେ ଝଟକୁଛନ୍ତି ତିନି ଠାକୁର। ଏହି ଦୁର୍ଲ୍ଲଭ ବେଶ ଦେଖିବାକୁ ଭକ୍ତ ମନରେ କାହିଁ କେତେ ଉତ୍କଣ୍ଠା। ଆଉ ଭକ୍ତ ମନଭରି ଦେଖିବା ପରେ କହୁଛି, କେଡ଼େ ସୁନ୍ଦର ଏ ବେଶ...କେଡ଼େ ସୁନ୍ଦର ରୂପକାନ୍ତି...ବଡ଼ ଦାଣ୍ଡରେ ସୁନାବେଶରେ ଝଟକୁଛନ୍ତି କୋଟି ବ୍ରହ୍ମାଣ୍ଡ ଇଶ୍ବର... ମହଣ ମହଣ ସୁବର୍ଣ୍ଣର ଅଳଙ୍କାରରେ ଶୋଭାପାଉଛି ଶ୍ରୀ ଅଙ୍ଗ। ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Puri Shreemandir Suna Besha Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe