ଅନ୍ଧବିଶ୍ୱାସର ଅନ୍ଧଗଳି | Superstitious belief in Kandhamal District |Odisha Reporter
ଅନ୍ଧ ବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ। ଭୁଲି ଯାଇଛି ସମ୍ପର୍କର ଅର୍ଥ। ଗୁଣି ଗାରେଡ଼ି ସନ୍ଦେହରେ ଗାଁରେ ଖଟ ବୁଲାଇ ଦମ୍ପତିଙ୍କୁ ବହେ ପିଟିଲେ। ମାଡ଼ ଏମିତି ହେଲା ଯେ ସଂଜ୍ଞାହୀନ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ କେହି ଆସିନଥିଲେ। ଶେଷରେ ପୁଲିସ୍ ଦମ୍ପତିଙ୍କୁ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରିଛି। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। କନ୍ଧମାଳ ଜିଲ୍ଲାରୁ ଆସିଛି ଏପରି ଖବର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
