🔴 ଛାତି ତଳର ଯନ୍ତ୍ରଣା । Supreme Court’s verdict on same-sex marriages । Majlis । Odisha Reporter ।
ସମଲିଙ୍ଗୀ ଯୋଡିକୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍କା। ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ସଫା ସଫା ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି। ସମଲିଙ୍ଗୀ ବିବାହ ଏକ ମୌଳିକ ଅଧିକାର ନୁହେଁ। ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏଲଜିବିଟିକ୍ୟୁ କମ୍ୟୁନିଟର ପ୍ରତିକ୍ରିୟା । କହିଲେ, ଅନେକ କଷ୍ଟ ସହିଛୁ । ଏବେବି ସହୁଛି । ଆଗକୁ ବି ସହିବୁ । ଆଉ ଆଶା ଅଛି ଆମେ ଜିତିବୁ ବୋଲି । ସେଇମାନଙ୍କ ଗହଣରେ ଆମେ ପହଞ୍ଚିଥିଲୁ, ଆଉ ତାଙ୍କ ଛାତି ତଳର ଯନ୍ତ୍ରଣାକୁ ଜାଣିବାକୁ ଚେଷ୍ଟା କରିଥିଲୁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
