Advertisment

ଛାତି ତଳର ଯନ୍ତ୍ରଣା

ସମଲିଙ୍ଗୀ ଯୋଡିକୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍‌କା। ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ସଫା ସଫା ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ।

Advertisment

ସମଲିଙ୍ଗୀ ଯୋଡିକୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍‌କା। ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ସଫା ସଫା ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି। ସମଲିଙ୍ଗୀ ବିବାହ ଏକ ମୌଳିକ ଅଧିକାର ନୁହେଁ। ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏଲଜିବିଟିକ୍ୟୁ କମ୍ୟୁନିଟର ପ୍ରତିକ୍ରିୟା । କହିଲେ, ଅନେକ କଷ୍ଟ ସହିଛୁ । ଏବେବି ସହୁଛି । ଆଗକୁ ବି ସହିବୁ । ଆଉ ଆଶା ଅଛି ଆମେ ଜିତିବୁ ବୋଲି । ସେଇମାନଙ୍କ ଗହଣରେ ଆମେ ପହଞ୍ଚିଥିଲୁ, ଆଉ ତାଙ୍କ ଛାତି ତଳର ଯନ୍ତ୍ରଣାକୁ ଜାଣିବାକୁ ଚେଷ୍ଟା କରିଥିଲୁ ।

Advertisment
Supreme Court Same Sex Marriage Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe