ବିନା ସର୍ଜରୀରେ ବିରଳ ଅସ୍ତ୍ରୋପଚାର

ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଲୋଜି ଆଣ୍ଡ ସାଇନ୍ସ ପକ୍ଷରୁ ବିରଳ ଅସ୍ତ୍ରୋପଚାର ହୋଇଛି। ବିନା ସର୍ଜରୀରେ ଇଣ୍ଡୋସ୍କୋପି ମାଧ୍ୟମରେ ହେଲା ବୃଦ୍ଧଙ୍କ ଅସ୍ତ୍ରୋପଚାର।

Colonoscopy

Representational Image

Biswajit Samal
  • Published: Sunday, 21 January 2024
  • Updated: 21 January 2024, 05:26 PM IST

Also Read

୭୪ ବର୍ଷ ବୟସ୍କ ବୃଦ୍ଧଙ୍କ ମଳରେ ରକ୍ତ ପଡୁଥିବାରୁ ସେ ଡାକ୍ତର ଆଶୁତୋଷ ମହାପାତ୍ରଙ୍କୁ ଯୋଗାଯୋଗ କରିଥିଲେ। ପରୀକ୍ଷା ପରେ ଜଣାପଡ଼ିଥିଲା ତାଙ୍କ ମଳଦ୍ୱାରରେ ୧୦ ସେଣ୍ଟିମିଟର ଲମ୍ବର ଏକ ମାଂସ ବଢିଯାଇଛି। ଡାକ୍ତର ଆଶୁତୋଷଙ୍କ ସମେତ ୮ଜଣିଆ ଟିମ୍ ବିନା ସର୍ଜରୀରେ ମଳଦ୍ୱାରରେ ବଢିଥିବା ମାଂସକୁ କାଟିଥିଲେ। ଏ ଅପରେସନ ପାଇଁ ଦୀର୍ଘ ୮ଘଣ୍ଟା ସମୟ ଲାଗିଥିଲା ବୋଲି ଡାକ୍ତର ଶ୍ରୀ କହାପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story