ଅଦ୍ୟତନ ହୋଇଛି
Colonoscopy
Advertisment
ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଲୋଜି ଆଣ୍ଡ ସାଇନ୍ସ ପକ୍ଷରୁ ବିରଳ ଅସ୍ତ୍ରୋପଚାର ହୋଇଛି। ବିନା ସର୍ଜରୀରେ ଇଣ୍ଡୋସ୍କୋପି ମାଧ୍ୟମରେ ହେଲା ବୃଦ୍ଧଙ୍କ ଅସ୍ତ୍ରୋପଚାର।
Advertisment
୭୪ ବର୍ଷ ବୟସ୍କ ବୃଦ୍ଧଙ୍କ ମଳରେ ରକ୍ତ ପଡୁଥିବାରୁ ସେ ଡାକ୍ତର ଆଶୁତୋଷ ମହାପାତ୍ରଙ୍କୁ ଯୋଗାଯୋଗ କରିଥିଲେ। ପରୀକ୍ଷା ପରେ ଜଣାପଡ଼ିଥିଲା ତାଙ୍କ ମଳଦ୍ୱାରରେ ୧୦ ସେଣ୍ଟିମିଟର ଲମ୍ବର ଏକ ମାଂସ ବଢିଯାଇଛି। ଡାକ୍ତର ଆଶୁତୋଷଙ୍କ ସମେତ ୮ଜଣିଆ ଟିମ୍ ବିନା ସର୍ଜରୀରେ ମଳଦ୍ୱାରରେ ବଢିଥିବା ମାଂସକୁ କାଟିଥିଲେ। ଏ ଅପରେସନ ପାଇଁ ଦୀର୍ଘ ୮ଘଣ୍ଟା ସମୟ ଲାଗିଥିଲା ବୋଲି ଡାକ୍ତର ଶ୍ରୀ କହାପାତ୍ର କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1705838150.jpg)