ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଶପଥ ନେବା ପରଠୁ ପୂରା ଆକ୍ସନ ମୋଡରେ ଅଛନ୍ତି ମୁକେଶ ମହାଲିଙ୍ଗ। ସାଧାରଣ ଲୋକେ କିଭଳି ଉତ୍ତମ ସ୍ୱାସ୍ଥ୍ୟାସେବା ପାଇବେ, ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଶୁକ୍ରବାର, ବଲାଙ୍ଗିର ଜିଲ୍ଲାରେ ପହଞ୍ଚି ସମସ୍ତ ଅଧିକାରୀଙ୍କୁ ଡାକି ସ୍ୱାସ୍ଥ୍ୟ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆଜି ଆରମ୍ଭ ହେବ ସିଏମ କିଷନ ଯୋଜନା, ଚାଷୀ ପାଇବେ ୪ ହଜାର
ଆଜି ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷନ ଯୋଜନା। ଏହି ଯୋଜନାରେ ଚାଷୀ ପାଇବେ ୪ ହଜାର ଟଙ୍କାର ଆର୍ଥିକ ସହାୟତା।
Miscellaneous
ଆବେଦନ ବେଳେ ଖୋଲୁନି ‘ସୁଭଦ୍ରା’ ପୋର୍ଟାଲ
ସମାନ ଚିତ୍ର ଦେଖିବାକୁ ମିଳିଛି ବରଗଡ଼ରେ। ଏଠି କେତେବେଳେ ପୋର୍ଟାଲ ଖୋଲୁନି ତ ଆଉ କେତେବେଳେ ଖୋଲିଲେ ଆଉ କାହାର ଲଗ୍ ଇନ୍ ଆଡି ଖୋଲିଯାଉଥିବା ଅଭିଯୋଗ କରିଛନ୍ତି ଆବେଦନକାରୀ।
Miscellaneous
ଅଜଣା କଣ୍ଟେନରରୁ ବିଭିନ୍ନ ସାମଗ୍ରୀ ବୋହି ନେଲେ ଲୋକେ
୨ଦିନ ତଳେ ପେଣ୍ଠକଟା ବେଳାଭୂମିରେ ଲାଗିଥିଲା ଏକ ବଡ଼ କଣ୍ଟେନର। ଯାହାକୁ ଖୋଲିବା ପାଇଁ କୋଷ୍ଟଗାର୍ଡ ଓ କଷ୍ଟମ ଡିପାର୍ଟମେଣ୍ଟକୁ ଖବର ଦିଆଯାଇଥିଲା।
Miscellaneous
ସାଉଦି ଆରବରେ ଫସି ରହିଛନ୍ତି ଓଡ଼ିଆ ଶ୍ରମିକ; ଉଦ୍ଧାର ଲାଗି ମୁଖ୍ୟମନ୍ତ୍ରୀଙ୍କ ସହ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ
ଫସିଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରେ ୨ ଜଣ କେନ୍ଦ୍ରାପଡା ଜିଲ୍ଲାର ହୋଇଥିବା ବେଳେ ୪ ଜଣ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାଯାଇଛି।
Miscellaneous
ଜଙ୍ଗଲ ମନ୍ତ୍ରୀଙ୍କ ସରକାରୀ ବାସଭବନରୁ ବାହାରିଲା ସାପ
କ୍ୱାର୍ଟର୍ସ ଭିତରେ ଥିବା କର୍ମଚାରୀ ମାନେ କବାଟ ଖୋଲିବା ବେଳକୁ ଏକ ବଡ ସାପ କବାଟ ପାଖରେ ଦେଖି ଭୟଭୀତ ହୋଇ ଯାଇଥିଲେ।