Advertisment

ସ୍ପେଶାଲ ସିକ୍ୟୁରିଟି ବାଟାଲିୟନର ସିପାହୀଙ୍କୁ ଟାଟୁ ମନା

୧୫ ଦିନ ମଧ୍ୟରେ ଟାଟୁ ନ ଲିଭାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

ଅଦ୍ୟତନ ହୋଇଛି
Tattoo

Tattoo

Advertisment

ସ୍ପେଶାଲ ସିକ୍ୟୁରିଟି ବାଟାଲିୟନର ସିପାହୀଙ୍କୁ ଟାଟୁ ମନା। ଦେହରେ ଟାଟୁ କରିଥିଲେ ଶୀଘ୍ର ଟାଟୁ ଲିଭାଇବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସ୍ପେଶାଲ ସିକ୍ୟୁରିଟି ବାଟାଲିୟନର ଡିସିପି।

Advertisment

୧୫ ଦିନ ମଧ୍ୟରେ ଟାଟୁ ନ ଲିଭାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ୟୁନିଫର୍ମ ପିନ୍ଧିବା ପରେ ଯଦି ଦେହରେ ଟାଟୁ ଦେଖାଯାଏ, ତାହାହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କୁହାଯାଇଛି।

କେତେକ SSG ଯବାନମାନେ ବେକ ଓ ହାତ ସହ ଶରୀରର ବିଭିନ୍ନ ସ୍ଥାନରେ ଟାଟୁ କରିଥାନ୍ତି। ଏହାଦ୍ୱାରା ଓଡ଼ିଶା ପୁଲିସର ସମ୍ମାନ ହାନି ହେଉଛି। ଏଥିପାଇଁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ପେଶାଲ ସିକ୍ୟୁରିଟି ବାଟାଲିୟନର ଡିସିପି।

Advertisment
Bhubaneswar Tattoo
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe