Advertisment

ତେଲୁଗୁ ଫିଲ୍ମରେ କୋଟିଆ କାହାଣୀ

ତେଲୁଗୁ ଫିଲ୍ମରେ ଦର୍ଶାଯାଇଛି କୋଟିଆ ଆନ୍ଧ୍ରର । ଫିଲ୍ମରେ ଓଡ଼ିଶାକୁ ଗୌଣ କରାଯାଇଥିବା ଅଭିଯୋଗ ।

Advertisment

କୋଟିଆକୁ ନିଜର କରିବାକୁ ଆନ୍ଧ୍ରର ନୂଆ ପ୍ଲାନ୍ । ଦିନକୁ ଦିନ ନୂଆ ନୂଆ ଫଣ୍ଡା ଆପଣାଉଛି ପଡୋଶୀ ରାଜ୍ୟ ଆନ୍ଧ୍ର। ବିଭିନ୍ନ ପ୍ରଲୋଭନ ଦେଖାଇ କୋଟିଆବାସୀଙ୍କୁ ନିଜର କରିବାରେ ବିଫଳ ହେବା ପରେ ଏବେ ଫିଲ୍ମକୁ ଅସ୍ତ୍ର କରିଛନ୍ତି ଆନ୍ଧ୍ର ସରକାର। ଗତ ଡିସେମ୍ବର 8ରେ ଆନ୍ଧ୍ରରେ ରିଲିଜ୍ ହୋଇଥିବା ତେଲୁଗୁ ଫିଲ୍ମ ଏକ୍ସଟ୍ରା ଅର୍ଡିନାରୀ ମ୍ୟାନ୍‌ରେ ଦେଖିବାକୁ ମିଳିଛି ଓଡ଼ିଶା-ଆନ୍ଧ୍ର କୋଟିଆ ସୀମା ବିବାଦ। ସ୍ଥାନୀୟ ଲୋକଙ୍କ ଉପରେ କିପରି ଜଣେ ଓଡ଼ିଶାର ଜଣେ ଡ୍ରଗ୍ ମାଫିଆ ଅତ୍ୟାଚାର କରୁଛି ତାହା ସିନେମାରେ ଦେଖିବାକୁ ମିଳିଛି । ତେଲୁଗୁ ଫିଲ୍ମରେ ଦର୍ଶାଯାଇଛି କୋଟିଆ ଆନ୍ଧ୍ରର । ଫିଲ୍ମରେ ଓଡ଼ିଶାକୁ ଗୌଣ କରାଯାଇଥିବା ଅଭିଯୋଗ । ଫିଲ୍ମରେ ଦେଖି ଦୁଃଖ ଲାଗୁଛି କହିଲେ ଓଡ଼ିଆ ଦର୍ଶକ ।

Advertisment
Kotia Issue Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe