Advertisment

ବିଜେବି କଲେଜରେ ଛାତ୍ର ଉତ୍ତେଜନା

ବିଜେବି କଲେଜରେ ଛାତ୍ର ଉତ୍ତେଜନା। ଟାୟର ଜାଳି ମୁଖ୍ୟରାସ୍ତା ଅବରୋଧ କରିଛନ୍ତି ଛାତ୍ର । ଗିରଫ ଛାତ୍ରଙ୍କୁ ତୁରନ୍ତ ଛାଡିବାକୁ ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଛାତ୍ର।

Advertisment

ବିଜେବି କଲେଜରେ ଛାତ୍ର ଉତ୍ତେଜନା। ଟାୟର ଜାଳି ମୁଖ୍ୟରାସ୍ତା ଅବରୋଧ କରିଛନ୍ତି ଛାତ୍ର । ଗିରଫ ଛାତ୍ରଙ୍କୁ ତୁରନ୍ତ ଛାଡିବାକୁ ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଛାତ୍ର। ଫଳରେ ବିଜେବି କଲେଜ ସମ୍ମୁଖରେ ଆଜି ଉତ୍ତ୍ୟକ୍ତ ଛାତ୍ରମାନଙ୍କ ଗର୍ଜନ ଶୁଣିବାକୁ ମିଳିଛି। କଲେଜର ପୁରାତନ ଛାତ୍ର ସ୍ମୃତିରଂଜନ ପଣ୍ଡା କ୍ୟାମ୍ପସରେ ଥିବା ବେଳେ ଗତ ରାତିରେ ପୁଲିସ୍‌ ତାଙ୍କୁ ଉଠାଇ ନେଇଛି । ଏହାକୁ ନେଇ ଛାତ୍ର ମାନେ ତାତିଥିବା ବେଳେ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି। 

Advertisment
Odisha Bhubaneswar Bjb College
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe