Advertisment

'ଥଣ୍ଡା ପିଇବାକୁ ଦେଇ ସମୟ ସାରିଦେଲେ'

ସାଇବର କାଫେରେ OSSSC କରୁଛି ପରୀକ୍ଷା !

author-image
Manoj Swain

ସାଇବର କାଫେରେ OSSSC କରୁଛି ପରୀକ୍ଷା ! କାନ୍ଦି କାନ୍ଦି ଜଣେ ପରୀକ୍ଷାର୍ଥୀ କହିଲେ, ସେଣ୍ଟରରେ ଥଣ୍ଡା ପିଆଇ ଆମକୁ ବସେଇ ଦେଲେ, କହିଲେ ତୁମେ ଏଠି ବସିଥାଅ ସମୟ ଆରମ୍ଭ ହେଲେ ପରୀକ୍ଷା ଦେବ । ଆମେ କମ୍ପ୍ୟୁଟର ପାଖକୁ ଗଲାବେଳକୁ ପରୀକ୍ଷା ସମୟ ସରିଯାଇଛି।

Advertisment
Odisha Bhubaneswar