ସ୍ୱର୍ଚ୍ଚ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ- NGର ପରୀକ୍ଷଣ

ଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ- NGର ବ୍ୟବହାରିକ ପରୀକ୍ଷଣ। ଚାନ୍ଦିପୁର ଆଇଟିଆର ପକ୍ଷରୁ ପରୀକ୍ଷଣ କରାଯାଇଛି।

Missile  Akash-NG

ଆକାଶ- NGର ପରୀକ୍ଷଣ

Biswajit Samal
  • Published: Friday, 12 January 2024
  • Updated: 12 January 2024, 06:05 PM IST

Sports

Latest News

ଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ- NGର ବ୍ୟବହାରିକ ପରୀକ୍ଷଣ ଚାନ୍ଦିପୁର ଆଇଟିଆର ପକ୍ଷରୁ କରାଯାଇଛି।

ଆଜି ଦିନ ୧୧ଟା ୧୦ ମିନିଟରେ ଏହାର ପରୀକ୍ଷଣ କରାଯାଇଥିଲା। ଆକାଶ ସିରିଜର ଏକ ଅତ୍ୟାଧୁନିକ ମିସାଇଲ୍ ହେଉଛି ‘ଆକାଶ–ଏନଜି’। ଏହି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ଲକ୍ଷଭେଦୀ କ୍ଷମତା ୪୦ କିଲୋମିଟର। ଶତ୍ରୁପକ୍ଷର ଯେକୌଣସି ଯୁଦ୍ଧାସ୍ତ୍ରକୁ ଏହା ସହଜରେ ଟାର୍ଗେଟ କରି ଧ୍ୱଂସ କରିପାରିବ। ଏହାର ଲକ୍ଷ୍ୟ ଭେଦୀ କ୍ଷମତା, ଗତିବିଧି ଏବଂ ଯୋଗାଯୋଗ କ୍ଷମତାକୁ ଆଇ.ଟି.ଆର. ଟେଲିମେଟ୍ରିକ ରାଡାର ସିଷ୍ଟମ ଦ୍ୱାରା ଯାଞ୍ଚ କରାଯାଇଥିଲା।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story