ଘରେ ପଶିଲା ଜଙ୍ଗଲୀ ଭାଲୁ | Odisha Reporter
ମାଲକାନଗିରି ଜିଲ୍ଲାରେ ଭାଲୁ ଆତଙ୍କ। ରାତି ଅଧରେ ଲୋକଙ୍କ ଘରେ ପଶି ଖାଦ୍ୟ ଖାଇବା ସହ ଆସବାବପତ୍ର ନଷ୍ଟ କଲା ଭାଲୁପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ବ୍ଲକ ଏମଭି-୭ ଗାଁରେ। ତେବେ ଭାଲୁର କାରନାମା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
