Advertisment

ପାଚେରୀ ଡେଇଁ ଘରେ ପଶିଲା ଭାଲୁପଲ

ଘରେ ପଶି ଖାଦ୍ୟ ଖାଇବା ସହ ଆସବାବପତ୍ର ନଷ୍ଟ କଲେ ଭାଲୁ।

Advertisment

ମାଲକାନଗିରି ଜିଲ୍ଲାରେ ଭାଲୁ ଆତଙ୍କ। ରାତି ଅଧରେ ଲୋକଙ୍କ ଘରେ ପଶି ଖାଦ୍ୟ ଖାଇବା ସହ ଆସବାବପତ୍ର ନଷ୍ଟ କଲା ଭାଲୁପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ବ୍ଲକ ଏମଭି-୭ ଗାଁରେ। ତେବେ ଭାଲୁର କାରନାମା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି।

Advertisment
Odisha Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe