Advertisment

ଏଫଆଇଆର ପାଇଁ ରାଜ୍ୟପାଳ ଦେବେ ଅନୁମତି ?

୨୦୦୬ରେ ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ଏକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ସହ ଏକ ଛୋଟ ସହର ପ୍ରତିଷ୍ଠା ପାଇଁ ୮ ହଜାର ଏକର ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ବେଦାନ୍ତ ଫାଉଣ୍ଡେସନ୍ ସହ ଚୁକ୍ତି କରିଥିଲେ।

author-image
Manoj Swain

ବେଦାନ୍ତ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ରୁଜୁ ମାମଲା । ପ୍ରଥମେ ରାଜ୍ୟପାଳଙ୍କଠାରୁ ଅନୁମତି ଲୋଡ଼ିଲେ ଏସଡିଜେଏମ୍ କୋର୍ଟ । ଏଫଆଇଆର ରୁଜୁ ସହ ତଦନ୍ତ ନିର୍ଦ୍ଦେଶ ପୂର୍ବରୁ ଲୋଡ଼ିଲେ ରାଜ୍ୟପାଳଙ୍କ ଅନୁମତି । ମୁଖ୍ୟମନ୍ତ୍ରୀ ଓ ବେଦାନ୍ତ ଅଧ୍ୟକ୍ଷଙ୍କ ବିରୋଧରେ ଏଫଆଇଆର ରୁଜୁ ପାଇଁ ଥିଲା ଆବେଦନ। ପୂର୍ବରୁ ରାଜ୍ୟ ସରକାରଙ୍କ 'ବିଚାରଶୂନ୍ୟ ନିଷ୍ପତ୍ତି’କୁ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Puri Naveen Patnaik Vedanta University