ବେଦାନ୍ତ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ରୁଜୁ ମାମଲା । ପ୍ରଥମେ ରାଜ୍ୟପାଳଙ୍କଠାରୁ ଅନୁମତି ଲୋଡ଼ିଲେ ଏସଡିଜେଏମ୍ କୋର୍ଟ । ଏଫଆଇଆର ରୁଜୁ ସହ ତଦନ୍ତ ନିର୍ଦ୍ଦେଶ ପୂର୍ବରୁ ଲୋଡ଼ିଲେ ରାଜ୍ୟପାଳଙ୍କ ଅନୁମତି । ମୁଖ୍ୟମନ୍ତ୍ରୀ ଓ ବେଦାନ୍ତ ଅଧ୍ୟକ୍ଷଙ୍କ ବିରୋଧରେ ଏଫଆଇଆର ରୁଜୁ ପାଇଁ ଥିଲା ଆବେଦନ। ପୂର୍ବରୁ ରାଜ୍ୟ ସରକାରଙ୍କ 'ବିଚାରଶୂନ୍ୟ ନିଷ୍ପତ୍ତି’କୁ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ। ଦେଖନ୍ତୁ ପୂରା ରିପୋର୍ଟ।