Advertisment

ଅସୁସ୍ଥ ଭାଲୁକୁ ଉଦ୍ଧାରକଲା ବନ ବିଭାଗ

ବଣୁଆ ଭାଲୁଟିକୁ ବନ ବିଭାଗ ଜଙ୍ଗଲରୁ ଆଣି ସଦର ରେଞ୍ଜା ଆଫିସ୍ ରେ ରଖି ଚିକିତ୍ସା କରୁଛିl ପ୍ରାଥମିକ ଭାବରେ ଭାଲୁର ଶୀରା ପ୍ରସିରା ଜନିତ ସମାସ୍ୟା ଥିବା ଅନୁମାନ କରାଯାଉଛି।

Bear

Bear

Advertisment

କେନ୍ଦୁଝର ଜିଲ୍ଲା ବନଖଣ୍ଡ ମୈଦାନକାଲ ବିଟ ଅଞ୍ଚଳର ବାରଖଣ୍ଡା ଜଙ୍ଗଲରେ ଅସୁସ୍ଥ ଭାଲୁକୁ ଉଦ୍ଧାର କରିଛି ବନ ବିଭାଗ। ଆଜି ସକାଳୁ ଏକ ବଣୁଆ ଭାଲୁ ବାରଖଣ୍ଡା ଜିଙ୍ଗଲ ନିକଟରେ ପଡ଼ି ଛଟପଟ ହେଉଥିଲା। ତା ସହ ଭାଲୁଟି ବହୁ ଜୋରରେ ଚିତ୍କାର କରୁଥିଲା। ଏହା ଦେଖି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଟିମ୍ ତୁରନ୍ତ ଘଟଣାସ୍ଥଲରେ ପାହଞ୍ଚି ଅସୁସ୍ଥ ଭାଲୁ ଟିକୁ ଉଦ୍ଧାର କରିଥିଲେ।

Advertisment

ବଣୁଆ ଭାଲୁଟିକୁ ବନ ବିଭାଗ ଜଙ୍ଗଲରୁ ଆଣି ସଦର ରେଞ୍ଜା ଆଫିସ୍ ରେ ରଖି ଚିକିତ୍ସା କରୁଛିl ପ୍ରାଥମିକ ଭାବରେ ଭାଲୁର ଶୀରା ପ୍ରସିରା ଜନିତ ସମାସ୍ୟା ଥିବା ଅନୁମାନ କରାଯାଉଛି। ଭାଲୁଟି ସୁସ୍ଥ ହେବା ପରେ ତାକୁ ଜଙ୍ଗଲ ରେ ଛାଡ଼ି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe