Advertisment

ବୁଢ଼ିମାଉସୀଙ୍କୁ ବିଧବା ସଜେଇ ଦେଲେ ସରକାର

ସ୍ୱାମୀ ବଞ୍ଚି ଥାଉ ଥାଉ ସ୍ତ୍ରୀଙ୍କୁ ବିଧବା ସଜେଇ ଦେଲେ ସରକାର। ବୁଢ଼ିମାଉସୀଙ୍କ ସ୍ୱାମୀ ମୃତ ବୋଲି ରାଜ୍ୟ ସରକାରଙ୍କ ଅତି ଲୋକପ୍ରିୟ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ର ବୁକଲେଟରେ ପ୍ରକାଶ କଲେ।

author-image
Manoj Swain

ସ୍ୱାମୀ ବଞ୍ଚି ଥାଉ ଥାଉ ସ୍ତ୍ରୀଙ୍କୁ ବିଧବା ସଜେଇ ଦେଲେ ସରକାର। ବୁଢ଼ିମାଉସୀଙ୍କ ସ୍ୱାମୀ ମୃତ ବୋଲି ରାଜ୍ୟ ସରକାରଙ୍କ ଅତି ଲୋକପ୍ରିୟ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ର ବୁକଲେଟରେ ପ୍ରକାଶ କଲେ। ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ବୁଢ଼ିମାଉସୀ ତେଜକୁଅଁର ପଟେଲ। ଆଉ ମନଦୁଃଖରେ କହିଛନ୍ତି, ମୋ ସ୍ୱାମୀ ବଞ୍ଚିଛନ୍ତି। ମୋତେ ବିଧବା କରିଦେଲେ...। ଏପରି ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲାରୁ।

Advertisment
Odisha Bargarh