ଉଦଘାଟନ ପରଠୁ ଝୁଲୁଛି ତାଲା

ଉଦଘାଟନ ହେବା ପର ଦିନଠାରୁ ଏମିତି ଭାବରେ ବନ୍ଦ ପଡ଼ିଛି ଆମ ବ୍ୟାଙ୍କ ସେବା।

Manoj Swain
  • Published: Friday, 26 January 2024
  • Updated: 26 January 2024, 07:00 PM IST

Sports

Latest News

ଆପଣଙ୍କ ସାମ୍ନାରେ ଦୁଇଟି ଭିଜୁଆଲ। ଗୋଟେ ପଟେ ଚକାଚକ୍ ଘରେ, ସବୁଜ ଧଳା ବେଲୁନ ଲଗାଯାଇ ଉଦଘାଟନ ହେଲା ଆମ ବ୍ୟାଙ୍କ ସେବା। ଆଉ ଅନ୍ୟ ପଟେ ସେହି ବ୍ୟାଙ୍କରେ ଏବେ ଝୁଲୁଛି ତାଲା। ଏ ଦୃଶ୍ୟ ଆଜି କି କାଲିର ନୁହେଁ, ଉଦଘାଟନ ହେବା ପର ଦିନଠାରୁ ଏମିତି ଭାବରେ ବନ୍ଦ ପଡ଼ିଛି ଆମ ବ୍ୟାଙ୍କ ସେବା। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ଏ ଦୃଶ୍ୟ ବୟାନ କରୁଛି ଦୁର୍ଗମରେ କେତେ ସୁଦୃଢ ଆମ ବ୍ୟାଙ୍କ ସେବା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos