Advertisment

ଉଦଘାଟନ ପରଠୁ ଝୁଲୁଛି ତାଲା

ଉଦଘାଟନ ହେବା ପର ଦିନଠାରୁ ଏମିତି ଭାବରେ ବନ୍ଦ ପଡ଼ିଛି ଆମ ବ୍ୟାଙ୍କ ସେବା।

Advertisment

ଆପଣଙ୍କ ସାମ୍ନାରେ ଦୁଇଟି ଭିଜୁଆଲ। ଗୋଟେ ପଟେ ଚକାଚକ୍ ଘରେ, ସବୁଜ ଧଳା ବେଲୁନ ଲଗାଯାଇ ଉଦଘାଟନ ହେଲା ଆମ ବ୍ୟାଙ୍କ ସେବା। ଆଉ ଅନ୍ୟ ପଟେ ସେହି ବ୍ୟାଙ୍କରେ ଏବେ ଝୁଲୁଛି ତାଲା। ଏ ଦୃଶ୍ୟ ଆଜି କି କାଲିର ନୁହେଁ, ଉଦଘାଟନ ହେବା ପର ଦିନଠାରୁ ଏମିତି ଭାବରେ ବନ୍ଦ ପଡ଼ିଛି ଆମ ବ୍ୟାଙ୍କ ସେବା। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ଏ ଦୃଶ୍ୟ ବୟାନ କରୁଛି ଦୁର୍ଗମରେ କେତେ ସୁଦୃଢ ଆମ ବ୍ୟାଙ୍କ ସେବା।

Advertisment
Ganjam Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe