ଲଘୁ ଖଣିଜ ଚୋରି ରୋକିପାରୁନି ଖଣି ବିଭାଗ ! | Odisha Reporter
ଯାଜପୁର ଧର୍ମଶାଳାଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ଚାଲିଛି ଲଘୁ ଖଣିଜ ପଦାର୍ଥ ଚୋରି। 2 ବର୍ଷ ହେଲା ଲଘୁ ଖଣିଜ ପଦାର୍ଥ ନିଲାମ ଓ ଚୋରି ରୋକିବା ଖଣି ବିଭାଗ ହାତରେ। ହେଲେ ନିଷ୍ଠା ଅଭାବରୁ ବର୍ଷକୁ ପ୍ରାୟ 10 ହଜାର କୋଟି ଟଙ୍କାର ରାଜସ୍ବ ଆସିପାରୁନାହିଁ ! ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
