Advertisment

ଖଣିଜ ଚୋରିକୁ ରୋକିପାରୁନି ଖଣି ବିଭାଗ !

ଯାଜପୁର ଧର୍ମଶାଳାଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ଚାଲିଛି ଲଘୁ ଖଣିଜ ପଦାର୍ଥ ଚୋରି।

Advertisment

ଯାଜପୁର ଧର୍ମଶାଳାଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ଚାଲିଛି ଲଘୁ ଖଣିଜ ପଦାର୍ଥ ଚୋରି। 2 ବର୍ଷ ହେଲା ଲଘୁ ଖଣିଜ ପଦାର୍ଥ ନିଲାମ ଓ ଚୋରି ରୋକିବା ଖଣି ବିଭାଗ ହାତରେ। ହେଲେ ନିଷ୍ଠା ଅଭାବରୁ ବର୍ଷକୁ ପ୍ରାୟ 10 ହଜାର କୋଟି ଟଙ୍କାର ରାଜସ୍ବ ଆସିପାରୁନାହିଁ ! ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Mines Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe