ଧଳା ଓ କଳା ଦୁଇଟି ମୂଷା ଧରି ଶ୍ରୀମନ୍ଦିର ଆସିଛନ୍ତି ଯୁବତୀ। ଥଣ୍ଡା ଦାଉରୁ ରକ୍ଷା ପାଇଁ ସେମାନଙ୍କୁ ଶୀତ ବସ୍ତ୍ର ମଧ୍ୟ ପିନ୍ଧାଇଛନ୍ତି। ଖାଲି ସେତିକି ନୁହେଁ ମୂଷା ଦ୍ୱୟ ଜୟ ଜଗନ୍ନାଥ କହୁଥିବା କହିଛନ୍ତି ଯୁବତୀ ଜଣକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ମାନିଲାନି ଇସ୍କନ; କଲା ଅଦିନିଆ ରଥଯାତ୍ରା
ଅଦିନିଆ ରଥଯାତ୍ରା ନ କରିବାକୁ ଗଜପତି ମହାରାଜା କହିବା ପରେ ଏଥିରୁ ନିବୃତ୍ତ ରହିବ ବୋଲି ଇସ୍କନ ପକ୍ଷରୁ କୁହାଯାଇଥିଲା। ଏହାପରେ ଆମେରିକା ହ୍ୟୁଷ୍ଟନରେ ଶ୍ରୀଜିଉଙ୍କ ଅଦିନ ସ୍ନାନ ଓ ରଥଯାତ୍ରା ହେବନି ବୋଲି ଇସ୍କନ ପକ୍ଷରୁ ସୂଚନା ଦିଆଯାଇଥିଲା।
Miscellaneous
ବାପା ବିକିଥିଲେ ୧୧ କ୍ୱିଣ୍ଟାଲ ଧାନ
ଫେବ୍ରୁଆରି ମାସରେ ଲାଂପସରେ 11 କ୍ବିଣ୍ଟାଲ ଧାନ ବିକିଥିଲେ ମୃତ ଯୁବତୀଙ୍କ ବାପା। ପରିବାର ଲୋକେ ବେଳେବେଳେ ଚାଉଳ ସହ ଆମ୍ବ ଟାକୁଆର ଜାଉ ଖାଉଥିଲେ।
Miscellaneous
୭ ବର୍ଷ ପରେ ଯୋଗାଣ ବିଭାଗରୁ ଭିଭି ଯାଦବ ବିଦା, ଏସଏନ ଗିରିଶ ପଂଚାୟତିରାଜ ସଚିବ
କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଗିରିଶ ଏସ୍ ଏନ୍ ଙ୍କୁ ପଞ୍ଚାୟତିରାଜ ବିଭାଗର ସଚିବ ଦାୟିତ୍ୱ ମିଳିଛି।
Miscellaneous
ଚଳିତ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଆରମ୍ଭ ହେବ ଜାତୀୟ ଶିକ୍ଷା ନୀତି
ନୂତନ ଶିକ୍ଷା ନୀତି ୨୦୨୦ ଅନୁସାରେ ଓଡ଼ିଶାରେ ଚାରି ବର୍ଷର ସ୍ନାତକ କୋର୍ସ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ପ୍ରତ୍ୟେକ ବର୍ଷ ପରେ ଯୋଗ୍ୟ ଛାତ୍ରମାନଙ୍କୁ ସାର୍ଟିଫିକେଟ୍, ଡିପ୍ଲୋମା, ଡିଗ୍ରୀ ଓ ଡିଗ୍ରୀ ଅନର୍ସ ପ୍ରଦାନ କରାଯିବ।
Miscellaneous
ଜନ୍ମ ମାଟିରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧର୍ମପତ୍ନୀ ଡାକ୍ତର ପ୍ରିୟଙ୍କା ମାରାଣ୍ଡି ଆଜି ଭୁବନେଶ୍ୱରରରୁ କାରରେ ବାଙ୍ଗିରିପୋଷି ଅଭିମୁଖେ ଯାତ୍ରା କରିଥିଲେ। ମାଣଦା ଗାଁରେ ପହଞ୍ଚି ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।