ଧଳା ଓ କଳା ଦୁଇଟି ମୂଷା ଧରି ଶ୍ରୀମନ୍ଦିର ଆସିଛନ୍ତି ଯୁବତୀ। ଥଣ୍ଡା ଦାଉରୁ ରକ୍ଷା ପାଇଁ ସେମାନଙ୍କୁ ଶୀତ ବସ୍ତ୍ର ମଧ୍ୟ ପିନ୍ଧାଇଛନ୍ତି। ଖାଲି ସେତିକି ନୁହେଁ ମୂଷା ଦ୍ୱୟ ଜୟ ଜଗନ୍ନାଥ କହୁଥିବା କହିଛନ୍ତି ଯୁବତୀ ଜଣକ।