ଆଉ ବାହା ହେବାକୁ ଝିଅ ମିଳିବେନି | Odisha Reporter
Advertisment
ରାଜ୍ୟରେ କମିଲେ ଝିଅ। ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଓଡ଼ିଶାରେ କମିଛି। ଗତ ୪ ବର୍ଷରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ୨୩ ଜଣ କମ୍ ରହିଛନ୍ତି। ଝିଅ ସଂଖ୍ୟା ହ୍ରାସରେ ସମଗ୍ର ଦେଶରେ ୬ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ଏହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର। ଓଡ଼ିଶାରେ ବଢ଼ୁଥିବା ଲିଙ୍ଗଗତ ପାର୍ଥକ୍ୟକୁ ନେଇ ବୁଦ୍ଧିଜୀବୀ ଉଦ୍ବେଗ ପ୍ରକାଶ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us