Advertisment

ବାପା ବିକିଥିଲେ ୧୧ କ୍ୱିଣ୍ଟାଲ ଧାନ

ଫେବ୍ରୁଆରି ମାସରେ ଲାଂପସରେ 11 କ୍ବିଣ୍ଟାଲ ଧାନ ବିକିଥିଲେ ମୃତ ଯୁବତୀଙ୍କ ବାପା। ପରିବାର ଲୋକେ ବେଳେବେଳେ ଚାଉଳ ସହ ଆମ୍ବ ଟାକୁଆର ଜାଉ ଖାଉଥିଲେ।

author-image
Jitendra Garnayak

କନ୍ଧମାଳର ମାଣ୍ଡିପଙ୍କା ଗାଁରେ ଆମ୍ୱ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ଘଟଣାର ଭିତିରି କଥା। ଫେବ୍ରୁଆରି ମାସରେ ଲାଂପସରେ 11 କ୍ବିଣ୍ଟାଲ ଧାନ ବିକିଥିଲେ ମୃତ ଯୁବତୀଙ୍କ ବାପା। ହେଲେ ପରିବାର ଲୋକେ ବେଳେବେଳେ ଚାଉଳ ସହ ଆମ୍ବ ଟାକୁଆର ଜାଉ ଖାଉଥିଲେ। କିଛିଦିନ ପୂର୍ବରୁ ଆମ୍ବ ଟାକୁଆ ଜାଉ ଖାଇବାରୁ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ଉଠିଥିଲା ପଡ଼ିଥିଲା। 

Advertisment