11 କ୍ବିଣ୍ଟାଲ ଧାନ ବିକିଥିଲେ ହେଲେ ଆମ୍ବ ଟାକୁଆ ଖାଉଥିଲେ | Odisha Reporter
Advertisment
କନ୍ଧମାଳର ମାଣ୍ଡିପଙ୍କା ଗାଁରେ ଆମ୍ୱ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ଘଟଣାର ଭିତିରି କଥା। ଫେବ୍ରୁଆରି ମାସରେ ଲାଂପସରେ 11 କ୍ବିଣ୍ଟାଲ ଧାନ ବିକିଥିଲେ ମୃତ ଯୁବତୀଙ୍କ ବାପା। ହେଲେ ପରିବାର ଲୋକେ ବେଳେବେଳେ ଚାଉଳ ସହ ଆମ୍ବ ଟାକୁଆର ଜାଉ ଖାଉଥିଲେ। କିଛିଦିନ ପୂର୍ବରୁ ଆମ୍ବ ଟାକୁଆ ଜାଉ ଖାଇବାରୁ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ଉଠିଥିଲା ପଡ଼ିଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us