ପାଣ୍ଡିଆନଙ୍କ ମଠମନ୍ଦିରକୁ ଟଙ୍କା ବଂଟାର ତଦନ୍ତ କରିବ ଟାସ୍କଫୋର୍ସ : ପ୍ରଭାତୀ ପରିଡ଼ା

ପୂର୍ବ ବିଜେଡି ସରକାର ସମୟରେ ପାଣ୍ଡିଆନ ବିଭିନ୍ନ ଅଂଚଳ ଗସ୍ତରେ ଯାଇ ମଠ-ମନ୍ଦିର ଓ ବିଭିନ୍ନ ସ୍ଥାନକୁ ମନଇଚ୍ଛା ପାଣ୍ଠି ଆବଂଟନ କରୁଥିଲେ । ଏପରିକି ଏନେଇ ପ୍ରଶାସନିକ ବିଭାଗ ପାଖରେ କିଛି ଖବର ରହୁନଥିଲା ।

Deputy Chief Minister Pravati Parida

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Ordigital Desk
  • Published: Tuesday, 27 August 2024
  • Updated: 27 August 2024, 10:03 PM IST

Sports

Latest News

ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ସମୟରେ ଭିକେ ପାଣ୍ଡିଆନଙ୍କ ଦ୍ୱାରା ବିଭିନ୍ନ ମଠ ମନ୍ଦିରକୁ ଟଙ୍କା ବଂଟନର ତଦନ୍ତ ପାଇଁ ଟାସ୍କଫୋର୍ସ ଗଠନ କରାଯିବ । ଆଜି ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।

ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ସିଏମଓର ଜଣେ ଅଧିକାରୀ ରାଜ୍ୟ ତମାମ ବୁଲିବୁଲି ନିଜ ପକେଟରୁ ଦେଲା ଭଳି ଟଙ୍କା ବାଂଟିଲେ । ପର୍ଯ୍ୟଟନ ବିଭାଗରୁ ମଠ ମନ୍ଦିରକୁ ଟଙ୍କା ବାଂଟିଲେ । କିନ୍ତୁ ବିଭାଗୀୟ ଅଧିକାରୀମାନଙ୍କୁ ବିଶ୍ୱାସକୁ ନେଲେ ନାହିଁ ।  ୩-୪ଜଣ ସଚିବ ସବୁ କଲେ । ଏହାର ତଦନ୍ତ ହେବାର ଆବଶ୍ୟକତା ରହିଛି । ଆମ ସରକାର ନିଶ୍ଚିତ ଟାସ୍କଫୋର୍ସ ଗଠନ କରିବେ ଓ ଏସବୁର ତଦନ୍ତ ହେବ । ସେହିପରି ପିପିପି ମୋଡରେ ପର୍ଯ୍ୟଟନ ଭିତ୍ତିଭୂମିକୁ କିଏ ବିକ୍ରି କରିଥିଲା ତା’ର ମଧ୍ୟ ତଦନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି ।

Also Read

ସୂଚନାଯୋଗ୍ୟ, ପୂର୍ବ ବିଜେଡି ସରକାର ସମୟରେ ପାଣ୍ଡିଆନ ବିଭିନ୍ନ ଅଂଚଳ ଗସ୍ତରେ ଯାଇ ମଠ-ମନ୍ଦିର ଓ ବିଭିନ୍ନ ସ୍ଥାନକୁ ମନଇଚ୍ଛା ପାଣ୍ଠି ଆବଂଟନ କରୁଥିଲେ । ଏପରିକି ଏନେଇ ପ୍ରଶାସନିକ ବିଭାଗ ପାଖରେ କିଛି ଖବର ରହୁନଥିଲା । ପାଣ୍ଡିଆନଙ୍କୁ ଖୁସି କରିବାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏକତରଫା ଭାବେ ସବୁ ନୀତିନିୟମକୁ ଦଳିଚକଟି ଦେଇଥିଲା ବୋଲି ଅଭିଯୋଗ ହେଉଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story