ସ୍ୱାମୀଙ୍କୁ ଛାଡିଦେଲା ପତ୍ନୀ, ପତ୍ନୀଙ୍କୁ ଛାଡିଦେଲା ପ୍ରେମିକ | Odisha Reporter
Advertisment
ସାମାନ୍ୟ ଭୁଲ୍ ପାଇଁ କୋଳରେ ଛୁଆ ଧରି ହନ୍ତସନ୍ତ ହେଉଛନ୍ତି ମହିଳା। ଯଦିଓ ଏଠି କାହାର ଭୁଲ ଏବଂ କାହାର ଠିକ, ତାହାର ତର୍ଜମା କରିବାକୁ ନ୍ୟାୟ ବ୍ୟବସ୍ଥା ରହିଛି କିନ୍ତୁ ପ୍ରଥମ ସ୍ବାମୀଙ୍କୁ ଛାଡ଼ି ଯିବା ପରେ ଏବେ ଥଳକୁଳ ପାଉ ନାହାନ୍ତି ମହିଳା ଜଣକ। ଦୁଇଜଣ ପିଲା ଓ ସ୍ବାମୀଙ୍କୁ ଛାଡ଼ି ସେହି ଗାଁର ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଛୁ ମାରିଥିଲେ ମହିଳା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us