Advertisment

ରାତି ପାହିଗଲା, ବାଘ ମିଳିଲାନି

ରାତି ତମାମ ତଲାସି ପରେ ସକାଳେ ନଜର ଆସିଥିଲା ବଣଭୂଆ।

author-image
Jitendra Garnayak

ଭୁବନେଶ୍ୱର ବିମାନ ବନ୍ଦରରେ କଲରାପତରିଆ ବାଘ ଦେଖାଯିବା ଘଟଣାରେ ବନ ବିଭାଗ ରଖିଛି ପ୍ରତିକ୍ରିୟା। ତାହା କଲରାପତରିଆ ବାଘ ନୁହେଁ, ବଣଭୂଆ ନେଇ ସ୍ପଷ୍ଟ କରିଛି ବନ ବିଭାଗ। ରାତି ତମାମ ତଲାସି ପରେ ସକାଳେ ନଜର ଆସିଥିଲା ବଣଭୂଆ। ବାଘ ସନ୍ଦେହରେ ଟ୍ରାପ୍‌ କ୍ୟାମେରା ସହ ଯନ୍ତା ଲଗାଇଥିଲା ବନ ବିଭାଗ।

Advertisment
Tiger