Advertisment

ନୂଆବର୍ଷ ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା

ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି। ମରିଚିକୋଟ ଛକରୁ ହେବ ନୋ ଭେଇକିଲ୍ ଜୋନ୍। ସେହିଭଳି ବଡ଼ଦାଣ୍ଡରେ ଆମ୍ବୁଲାନ୍ସ ଯାତାୟାତ ପାଇଁ ହେବ ଗ୍ରୀନ୍ କରିଡର୍।

Advertisment

ନୂଆବର୍ଷ ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା। ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି। ମରିଚିକୋଟ ଛକରୁ ହେବ ନୋ ଭେଇକିଲ୍ ଜୋନ୍। ସେହିଭଳି ବଡ଼ଦାଣ୍ଡରେ ଆମ୍ବୁଲାନ୍ସ ଯାତାୟାତ ପାଇଁ ହେବ ଗ୍ରୀନ୍ କରିଡର୍। ସମୁଦ୍ରରେ ସୁରକ୍ଷା ପାଇଁ ହଟ୍ ସ୍ପଟ ପାଟ୍ରୋଲିଂ ସହ ରହିବ ୩ଟି ଫାଣ୍ଡି। ଏନେଇ ସୂଚନା ଦେଲେ ପୁରୀ ଏସ୍‌ପି କନଓ୍ବର ବିଶାଳ ସିଂ ।

Advertisment
Puri Shreemandir Puri Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe