ବିବାଦରେ ତିରୁପତି ଲଡ଼ୁ

ପରୀକ୍ଷା ପରେ ଜଣାପଡ଼ିଛି ଯେ ତିରୁପତିରେ ଲଡ଼ୁ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ଘିଅ ମାଛ ତେଲ,ଗୋରୁ ଓ ଘୁଷୁରି ଚର୍ବିରୁ ତିଆରି ହେଉଥିଲା।

Jitendra Garnayak
  • Published: Saturday, 21 September 2024
  • Updated: 21 September 2024, 06:35 PM IST

Sports

Latest News

ଆନ୍ଧ୍ର ପ୍ରଦେଶର ପ୍ରସିଦ୍ଧ ଧର୍ମପୀଠ ତିରୁମାଲା ତିରୁପତି ଦେବସ୍ଥାନମରେ ଶ୍ରଦ୍ଧାଳୁମାନଙ୍କୁ ଦିଆଯାଉଥିବା ଲଡୁକୁ ନେଇ ବିବାଦ ବଢ଼ି ଚାଲିଛି। ଗୋ-ଚର୍ବି ଓ ଘୁଷୁରୀ ଚର୍ବିରୁ ପ୍ରସ୍ତୁତ ଘିଅରେ ସେଠାରେ ଲଡୁ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ କହିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।ଆଉ ଏହା ପରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ବଢ଼ିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos