ତିରୁପତି ଲଡୁରେ କ’ଣ ଅଛିକାହିଁକି ଏ ବିବାଦ? | Odisha Reporter
Advertisment
ଆନ୍ଧ୍ର ପ୍ରଦେଶର ପ୍ରସିଦ୍ଧ ଧର୍ମପୀଠ ତିରୁମାଲା ତିରୁପତି ଦେବସ୍ଥାନମରେ ଶ୍ରଦ୍ଧାଳୁମାନଙ୍କୁ ଦିଆଯାଉଥିବା ଲଡୁକୁ ନେଇ ବିବାଦ ବଢ଼ି ଚାଲିଛି। ଗୋ-ଚର୍ବି ଓ ଘୁଷୁରୀ ଚର୍ବିରୁ ପ୍ରସ୍ତୁତ ଘିଅରେ ସେଠାରେ ଲଡୁ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ କହିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।ଆଉ ଏହା ପରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ବଢ଼ିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us