Advertisment

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ

ଆଜି ହେଉଛି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ସେ ଆଜି ୬୬ ବର୍ଷରେ ପାଦ ଥାପିଛନ୍ତି। ୧୯୫୮ ମସିହା ଜୁନ୍ ୨୦ ତାରିଖରେ ସେ ଜନ୍ମ ହୋଇଥିଲେ।

author-image
Jitendra Garnayak
Droupadi Murmu

Droupadi Murmu

President Of India Droupadi Murmu