Droupadi Murmu
Advertisment
/odisha-reporter/media/post_attachments/uploadimage/library/16_9/16_9_0/IMAGE_1718882935.jpg)
1/6
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୬୬ ବର୍ଷରେ ପାଦ ଥାପିଛନ୍ତି। ଜନ୍ମଦିନ ଅବସରରେ ସେ ଦିଲ୍ଲୀର ଜଗନ୍ନାଥ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହିତ ଦେଶବାସୀଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1718883029.jpg)
2/6
ନିଜର ୬୬ତମ ଜନ୍ମଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିରକୁ ଯାଇଥିଲେ।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1718883447.jpg)
3/6
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡ ଓ ତାଙ୍କ ପତ୍ନୀ।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1718883642.jpg)
4/6
ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ତାଙ୍କ ପତ୍ନୀ ଓ ଝିଅ
/odisha-reporter/media/post_attachments/uploadimage/library/16_9/16_9_0/IMAGE_1718883781.jpg)
5/6
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1718884021.jpg)
6/6
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us