/odisha-reporter/media/post_attachments/uploadimage/library/16_9/16_9_0/CM_1718454421.jpg)
CM
/odisha-reporter/media/post_attachments/uploadimage/library/16_9/16_9_0/CM_1718454421.jpg)
1/6
ପୁଲିସ ଡିଜି, ଆଇନଶୃଙ୍ଖଳା ଡିଜି, ଗୁଇନ୍ଦା ନିର୍ଦ୍ଦେଶକ, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ, ଗୁଇନ୍ଦା ଆଇଜି ଓ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଆଜି ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
/odisha-reporter/media/post_attachments/uploadimage/library/16_9/16_9_0/Governor_1718454552.jpg)
2/6
ରାଜ୍ୟପାଳ ରଘୁବର ଦାସଙ୍କୁ ଆଜି ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ନବ ନିଯୁକ୍ତ କ୍ୟାବିନେଟ ମନ୍ତ୍ରୀ ସୁରେଶ ପୂଜାରୀ।
/odisha-reporter/media/post_attachments/uploadimage/library/16_9/16_9_0/Ratha_1718454797.jpg)
3/6
ପୁରୀରେ ତିନି ରଥର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆଜି ପରମ୍ପରାନୁସାରେ ତିନି ରଥରେ ଦଣ୍ଡା ସଂଯୋଗ କରାଯାଇଛି। ଚକ ଅଖ ତାଖ କରାଯାଇ ଅଖରେ ମେଣ୍ଢି ଦିଆଯାଇ ଦଣ୍ଡା ପଡ଼ିଛି।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1718454990.jpg)
4/6
କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ମଙ୍ଗରାଜପୁର ଗାଁର କୈବର୍ତ୍ତ ସାହିରେ ଏକ ମୋବାଇଲ ଫୋନ୍ ଫାଟି ଯିବାରୁ ଜଣେ ଶିଶୁ ଆହତ ହୋଇଛନ୍ତି। ଆହତ ଶିଶୁ ଜଣଙ୍କ ହେଉଛନ୍ତି ବଳଭଦ୍ର ଦଳେଇଙ୍କର ୫ ବର୍ଷର ପୁଅ।
/odisha-reporter/media/post_attachments/uploadimage/library/16_9/16_9_0/Accident_1718455737.jpg)
5/6
ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଆଜି ଏକ ଟେମ୍ପୋ ଟ୍ରାଭେଲର ପ୍ରାୟ ୨୫୦ ମିଟର ଖାଇକୁ ପଡ଼ି ଯିବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି। ଅଳକାନନ୍ଦା ନଦୀ କୂଳରେ ଗାଡ଼ିଟି ପଡ଼ିଥିଲା।
/odisha-reporter/media/post_attachments/uploadimage/library/16_9/16_9_0/IMAGE_1718456517.jpg)
6/6
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
