Advertisment

ଦେଶର ପ୍ରଭାବଶାଳୀ ଅଧିକାରୀ ତାଲିକାରେ ୨ ଓଡ଼ିଆ

ପ୍ରଭାବଶାଳୀ ରାଜନେତାଙ୍କ ତାଲିକାରେ ପ୍ରଥମ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହିଛନ୍ତି।

ଅଦ୍ୟତନ ହୋଇଛି
PK Mishar & S Das

PK Mishar & S Das

Advertisment

ଦେଶର ପ୍ରଭାବଶାଳୀ ଅଧିକାରୀଙ୍କ ତାଲିକାରେ ଦୁଇ ଓଡ଼ିଆ। ‘ଇଣ୍ଡିଆ ଟୁଡେ’ର ସ୍ୱତନ୍ତ୍ର ସଂସ୍କରଣରେ ସ୍ଥାନ ପାଇଛନ୍ତି ଦୁଇ ଓଡ଼ିଆ ପୁଅ। ହାଇ ଆଣ୍ଡ ମାଇଟି- ଦି ଅଲଟିମେଟ୍ ପାୱାର ଲିଷ୍ଟ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର ରହିଛନ୍ତି। ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବି ଏହି ପାୱାରଫୁଲ୍ ଲିଷ୍ଟରେ ରହିଛନ୍ତି। ତାଲିକାର ପ୍ରଥମ ସ୍ଥାନରେ ପିକେ ମିଶ୍ର ରହିଥିବା ବେଳେ ତୃତୀୟ ରହିଛନ୍ତି ଶକ୍ତିକାନ୍ତ ଦାସ।

Advertisment

‘ଇଣ୍ଡିଆ ଟୁଡେ’ର ଏହି ସଂସ୍କରଣର ପ୍ରଭାବଶାଳୀ ରାଜନେତାଙ୍କ ତାଲିକାରେ ପ୍ରଥମ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିବା ବେଳେ ବ୍ୟବସାୟୀ ତାଲିକାରେ ମୁକେଶ ଅମ୍ବାନୀ ପ୍ରଥମ ଓ ଆଇକନ ତାଲିକାରେ ଅମିତାଭ ବଚ୍ଚନ ପ୍ରଥମ ସ୍ଥାନରେ ରହିଛନ୍ତି।

Shaktikanta Das PK Mishra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe