Advertisment

ସାଙ୍ଗ ହୋଇ ବୁଲୁଛନ୍ତି ମହାବଳ ଓ କଳା ବାଘ

ବନ ବିଭାଗ କ୍ୟାମେରାରେ ଟ୍ରାପ୍ ହୋଇଛି ଏହି ବିରଳ ଦୃଶ୍ୟ।

ଅଦ୍ୟତନ ହୋଇଛି
Tiger

Tiger

Advertisment

ଜଙ୍ଗଲରେ ସାଙ୍ଗ ହୋଇ ବୁଲୁଛନ୍ତି ମହାବଳ ଓ କଳା ବାଘ। ଶିମିଳିପାଳ ଅଭୟାରଣ୍ୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ବନ ବିଭାଗ କ୍ୟାମେରାରେ ଟ୍ରାପ୍ ହୋଇଛି ଏହି ବିରଳ ଦୃଶ୍ୟ। ସୋଶାଲ ମିଡିଆ ପ୍ଲାଟଫର୍ମ ‘X’ରେ ଏନେଇ ସୂଚନା ଦେଇଛନ୍ତି PCCF ସୁଶାନ୍ତ ନନ୍ଦ। ଏହା ସହ ୨ବାଘଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି।

Advertisment

ଫଟୋରେ ଦେଖିବାକୁ ମିଳିଛି ଯେ ମହାବଳ ସହ ଗୋଟିଏ କଳାବାଘ ଜଙ୍ଗଲରେ ବୁଲୁଛି। 

PCCF ନିଜ ପୋଷ୍ଟରେ ଲେଖିଛନ୍ତି, ଗୋଟେ ସାଧାରଣ ବାଘ ସହିତ ଏକ ମେଲାନିଷ୍ଟିକ ବାଘ ଏକା ସହିତ କାନ୍ଧକୁ କାନ୍ଧ ମିଶାଇ ଶିମିଳିପାଳରେ ବୁଲୁଥିବା ଦେଖିବାକୁ ମିଳିଛି।

Advertisment

Baripada Similipal National Park
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe