ଓଡ଼ିଶାରେ ଶିକ୍ଷିତ ବେକାରିଙ୍କ ସଂଖ୍ୟା ଅଧିକ | Odisha Reporter
ରାଜ୍ୟରେ ଉତ୍କଟ ହେଉଛି ବେକାରି ସମସ୍ୟା । ଦେଶ ଭିତରେ ଓଡ଼ିଶାରେ ଶିକ୍ଷିତ ବେକାରିଙ୍କ ହାର ସବୁଠୁ ଅଧିକ। ରାଜ୍ୟ ସରକାର ପ୍ରଚାର କରୁଛନ୍ତି ଆମେ ଅଧିକ ନିଯୁକ୍ତି ଦେଉଛୁ ହେଲେ ଅନ୍ତର୍ଜାତୀୟ ଶ୍ରମ ସଂଗଠନର ରିପୋର୍ଟ ଭିନ୍ନ କଥା କହୁଛି । ରିପୋର୍ଟ କହୁଛି ଦେଶରେ ଓଡ଼ିଶାରେ ନିଯୁକ୍ତି ଗତି ସ୍ଥିତି ସବୁଠୁ କମ୍ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
