Advertisment

ଓଡ଼ିଶାରେ ଶିକ୍ଷିତ ବେକାରିଙ୍କ ସଂଖ୍ୟା ଅଧିକ

ଦେଶ ଭିତରେ ଓଡ଼ିଶାରେ ଶିକ୍ଷିତ ବେକାରିଙ୍କ ହାର ସବୁଠୁ ଅଧିକ।

Advertisment

ରାଜ୍ୟରେ ଉତ୍କଟ ହେଉଛି ବେକାରି ସମସ୍ୟା । ଦେଶ ଭିତରେ ଓଡ଼ିଶାରେ ଶିକ୍ଷିତ ବେକାରିଙ୍କ ହାର ସବୁଠୁ ଅଧିକ। ରାଜ୍ୟ ସରକାର ପ୍ରଚାର କରୁଛନ୍ତି ଆମେ ଅଧିକ ନିଯୁକ୍ତି ଦେଉଛୁ ହେଲେ ଅନ୍ତର୍ଜାତୀୟ ଶ୍ରମ ସଂଗଠନର ରିପୋର୍ଟ ଭିନ୍ନ କଥା କହୁଛି । ରିପୋର୍ଟ କହୁଛି ଦେଶରେ ଓଡ଼ିଶାରେ ନିଯୁକ୍ତି ଗତି ସ୍ଥିତି ସବୁଠୁ କମ୍ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Odisha Unemployment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe