ସ୍କ୍ରାପ୍ରେ ଗାଡ଼ି ଭଙ୍ଗା ଯାଉଛି କେମିତି? || Vehicle Scrapping Process || Khordha || Odisha Reporter
Advertisment
ପୁରୁଣା ଗାଡ଼ିକୁ କିଭଳି ସ୍କ୍ରାପ୍ କରାଯାଉଛି, ଆଉ ଏଥିରୁ ଆପଣଙ୍କୁ କ`ଣ ମିଳିବ ଲାଭ ? ଏକଥା ଜାଣିବା ପାଇଁ ଓଡ଼ିଶାର ଏକମାତ୍ର ପଂଜୀକୃତ ସ୍କ୍ରାପ୍ ଫାସିଲିଟିକୁ ଆସନ୍ତୁ ବୁଲିଯିବା। 'ଟାଟା ମୋଟର୍ସ’ ପକ୍ଷରୁ ଖୋର୍ଦ୍ଧାର କୁମାରବସ୍ତରେ ପ୍ରାୟ ବର୍ଷେ ହେଲା ଖୋଲିଲାଣି ଏହି ବ୍ୟବସ୍ଥା। ଆଉ ଏବେ ସୁଦ୍ଧା ପ୍ରାୟ 2200 ପୁରଣାଗାଡ଼ି ସ୍କ୍ରାପ୍ ହୋଇଥିବାବେଳେ 90 ପ୍ରତିଶତ ସରକାରୀ ଗାଡ଼ି ସ୍କ୍ରାପ ହେଲାଣି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us