Advertisment

‘୮ ଦିନ ଭିତରେ ସବୁ ଠିକ୍ କରିଦେବେ ବୋଲି କହିଥିଲେ, କିନ୍ତୁ ୩ ବର୍ଷ ବିତିଗଲାଣି’

ରାସ୍ତା ନଥିବାରୁ ହନ୍ତସନ୍ତ ହେଉଛନ୍ତି ଲୋକେ।

author-image
Jitendra Garnayak

ରାସ୍ତା ନଥିବାରୁ କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ମାନପୁର ପଞ୍ଚାୟତ କଦନା ଗାଁ ୮ନମ୍ବର ୱାର୍ଡ ଶବର ସାହିର ଲୋକେ ସେମାନଙ୍କ ସମସ୍ତ ଅସନ୍ତୋଷ ଝାଡ଼ିଛନ୍ତି ବିଧାୟକ ଦେବୀ ମିଶ୍ରଙ୍କ ଉପରେ। ସେ ପ୍ରତିଶ୍ରୁତି ଦେବାର ୩ ବର୍ଷ ପରେ ବି ରାସ୍ତା ହୋଇପାରି ନଥିବା ଲୋକେ କହିଛନ୍ତି। 

Advertisment
BjD Debiprasad Mishra