Advertisment

ଉଲ୍ଲଂଘନ ହେଉଛି ନିର୍ବାଚନ ଆଦର୍ଶ ଆଚରଣ ବିଧି

ହୋଡିଂ କାଢ଼ିବାକୁ ଡରୁଛି ପ୍ରଶାସନ !

Advertisment

ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ପରେ ବି ମୟୂରଭଞ୍ଜ ଜିଲ୍ଲା କପ୍ତିପଦାର ବିଭିନ୍ନ ସ୍ଥାନରେ ସରକାରୀ ଯୋଜନାର ରୂପାୟନସ୍ଥଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ହୋଡିଙ୍ଗ ଆଉ ଶଙ୍ଖ ଚି଼ହ୍ନ ଥିବା ପୋଷ୍ଟର ଲାଗି ରହିଛି। ଖୁଣ୍ଟା ଉଦୟପୁର ରାସ୍ତାରେ ହୋର୍ଡିଂ ଲାଗିଛି। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରୁଛନ୍ତି। ସେହିପରି ଏ ଦୃଶ୍ୟ ହେଉଛି ଉଦଳାରୁ ଖୁଣ୍ଟା ଯିବା ରାଜ୍ୟ ରାଜପଥ କଡରେ ଥିବା ବସ ଷ୍ଟପ୍। ଲକ୍ଷ୍ମୀ ବସ ଷ୍ଟପ କାନ୍ଥରେ ମିଶନ ଶକ୍ତି ଆଉ ନବୀନ ପଟ୍ଟନାୟକଙ୍କ ବଡ଼ ବଡ଼ ୱାଲ ପୋଷ୍ଟର ଲାଗି ରହିଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Government BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe